ସାଧାରଣତଃ ରାସ୍ତାକଡରେ ଚା’ କପ୍ର ମୂଲ୍ୟ ୫ଟଙ୍କାରୁ ୧୦ଟଙ୍କା ମଧ୍ୟରେ ହୋଇଥାଏ କିନ୍ତୁ ସେଇ ସାମାନ ଚା’ ପାଞ୍ଚ ତାରକା ହୋଟେଲରେ ପିଇଲେ ଏହାର ମୂଲ୍ୟ ୫୦୦ରୁ ୧୦୦୦ଟଙ୍କା ହୋଇଥାଏ...
ଡାମନ-ଡିୟୁରେ ୪୨୭ବର୍ଷ ପୁରୁଣା ଦୁର୍ଗରେ ରହିଛି ଏକ ଜେଲ୍ । ଏଠାରେ ଜଣେ ମାତ୍ର କଏଦୀ ରହିଛନ୍ତି...
ଚନ୍ଦ୍ରଯାନ-୩ର ସଫଳତା ପରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମହାକାଶ ମିଶନ୍ର ସଙ୍କେତ ଦେଇଛି ଇସ୍ରୋ...
ପଶ୍ଚିମ ପୋଲାଣ୍ଡର ନୋଟେକା ଜଙ୍ଗଲରେ ରହିଛି ସେ ଦେଶର ସବୁଠୁ ବିଦାଦୀୟ ଅଟ୍ଟାଳିକା । ମଧ୍ୟଯୁଗୀୟ ଶୈଳୀରେ ନିର୍ମିତ ଏହି କୋଠା ‘ଷ୍ଟବନିକା ପ୍ରାସାଦ’ ନାମରେ ପରିଚିତ...
କିଛିବର୍ଷ ପୂର୍ବେ ନ୍ୟୁଜିଲ୍ୟାଣ୍ଡର ମାର୍ଟିନ ଏୟାର କ୍ରାଫ୍ଟ କମ୍ପାନୀ ପକ୍ଷରୁ ଆକାଶର କମ ଉଚ୍ଚତାରେ ଅଳ୍ପବାଟ ଉଡ଼ିପାରୁଥିବା ଏକ କ୍ଷୁଦ୍ର ଉଡ଼ନ୍ତା ଯାନ ନିର୍ମାଣ କରାଯାଇଥିଲା...
୧୯୦୨ରେ ରାଜା ଏଡ୍ୱାଡ୍ ୭ମ ଏବଂ ରାଣୀ ଆଲେକ୍ଣ୍ଡାରଙ୍କ ଅଭିଷେକ ସମୟରେ ତିଆରି କରାଯାଇଥିବା ୧୨୨ବର୍ଷର ପୁରୁଣା କାଡ୍ବରି ଚକୋଲେଟ୍ ନିଲାମ ହେବ...
୨୦୨୩ ସେପ୍ଟେମ୍ବର ମାସ ୭ତାରିଖୋର ପୃଥିବୀପୃଷ୍ଠର ପୁରାତନ ବିଶାଳ ଜୀବ ଡାଇନୋସରର ଏକ ନୂଆ ପ୍ରଜାତିର ଜୀବାଶ୍ମ ଇଜିପ୍ଟର ମିଡ ୱେଷ୍ଟର୍ଣ୍ଣ ବିଶ୍ୱବିଦ୍ୟାଳୟର ନୃତତ୍ତ୍ୱବିତ୍ମାନେ ଆବିଷ୍କାର କରିଛନ୍ତି...
ବିଶ୍ୱର ସବୁଠୁ କନା କଫି ଭାବେ ବିବେଚିତ ‘ବାୟୋହାଜାର୍ଡ଼’ କଫିର ଏକ ୧୨ଆଉନ୍ସ ବିଶିଷ୍ଟ କପ୍ରେ ୯୨୮ ମିଲିଗ୍ରାମ୍ର ଜୈାଫିନ୍ ରହିଛି...
ଉତ୍ତର ପୂର୍ବ ଚୀନ୍ର ହିଲଂଜିଆଙ୍ଗ ପ୍ରଦେଶ ଅନ୍ତର୍ଗତ ହାର୍ବିନ୍ ବିଯୁକ୍ତ ୧୨ ଡିଗ୍ରୀସେଲସିଅସରୁ ବିଯୁକ୍ତ ୨୩ଡିଗ୍ରୀ ସେଲସିଅସ ତାପମାତ୍ରା ଯାଏ ଖସି ଆସୁଥିବା ବେଳେ ପ୍ରତି ବର୍ଷ ବିଶ୍ୱର ବୃହତ୍ତମ ବରଫ ମହୋତ୍ସବ ଅନୁଷ୍ଠିତ...